odia
ଆମ ବିଷୟରେ
ଅଂଶ ଇଣ୍ଟରଟ୍ରେଡ୍ ଏକ ISO 9001-2015 କମ୍ପାନୀ ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ଦିଲ୍ଲୀରେ ଅଛି |
ଅଂଶ ଡିଜିଟାଇଜେସନ୍, ଟ୍ରାନ୍ସଲେସନ୍, ଲୋକାଲାଇଜେସନ୍, ଟ୍ରାନ୍ସକ୍ରିପ୍ସନ୍ ଓ ସବ୍ଟାଇଟଲିଙ୍ଗ ବ୍ୟବସାୟ କରୁଛି ଯିଏ ବିଶ୍ଵର ସମସ୍ତ କୋଣ ଅନୁକୋଣରୁ ବ୍ୟବସାୟୀ
ଏବଂ ଟ୍ରାନ୍ସଲେଟର୍ମାନଙ୍କୁ ବ୍ୟବସାୟରେ ବ୍ୟବହାର କରୁଛି |
ଆମେ ଆବଶ୍ୟକୀୟ ଉତ୍ପାଦନ ଦେବା ପାଇଁବ୍ୟବସାୟୀ/ଟ୍ରାନ୍ସଲେଟର୍ମାନଙ୍କ ବୈଶିଷ୍ଟ୍ୟ, ଜନ୍ମସ୍ଥାନ ଓ ପ୍ରାରମ୍ଭ ବିଷୟରେ ଅନୁଧ୍ୟାନ କରୁ |
ଆମ ଗ୍ରାହକ ଆମର ସଚ୍ଚୋଟତାକୁ ପ୍ରଶଂସା କରନ୍ତି ଓ ବ୍ୟବସାୟୀ/ଟ୍ରାନ୍ସଲେଟର୍ମାନେ ଆମର ପେମେଣ୍ଟ ଦକ୍ଷତା ପାଇଁ ଆମକୁ ପସନ୍ଦ କରନ୍ତି |
ଆପଣ ଅନେକ ଭାଷା ଯୋଡା ସହ ସରୋତ୍ତମ ମୂଲ୍ୟରେ ଭଲ ଗୁଣବତ୍ତାର ଫଳ ଆଶା କରିପାରିବେ |
ଅଂଶର ନିକଟରେ ଏହିଗୁଡିକ ଅଛି
ପ୍ରମାଣପତ୍ର - ଏକ ’ISO 9001-2015’ |
ପରିଚାଳନା – ଏକ ସମସ୍ତ ମହିଳା ଟିମ୍
ଅନୁଭବ – ମିଡିଆରେ ୧୯ ବର୍ଷ, ଆନ୍ତର୍ଜାତୀୟ ବ୍ୟାପାରରେ ୮ ବର୍ଷ ଏବଂ ଟ୍ରାନ୍ସଲେସନ୍ ବ୍ୟବସାୟ, ଡିଜିଟାଇଜେସନ୍, ଡେଟା ମ୍ୟାନେଜମେଣ୍ଟରେ ୧୦ ବର୍ଷ |
ସମ୍ବଳ – ୩୦୦୦ ଡିଜିଟାଇଜେସନ୍ ବ୍ୟବସାୟୀ, ୧୨୦୦୦ ଟ୍ରାନ୍ସଲେଟର୍ ଓ ୨୦୦୦ ଟ୍ରାନ୍ସକ୍ରିପ୍ସନ୍ ବିଶେଷଜ୍ଞ |
ଭାଷା – ଟ୍ରାନ୍ସଲେସନ୍ ପାଇଁ ୨୪୦୦ରୁ ଅଧିକ ଭାଷା ଯୋଡା ପ୍ରଦାନ କରାଯାଉଛି (ବିଶ୍ଵର ସବୁଠାରୁ ବଡ ମୂଲ୍ୟ ସୂଚୀ) |
କାର୍ଯ୍ୟଦକ୍ଷତା – ଅର୍ଡର୍ଗୁଡିକୁ ଦକ୍ଷ ଭାବେ ପରିଚାଳନା କରିବା ପାଁ ଅଫିସ୍ ମଧ୍ୟରେ ବିଶେଷ ସଫ୍ଟୱେର ’WASP’ |
ଉପସ୍ଥିତି– ଆମେ ରୁଷିଆ, ସିଙ୍ଗାପୁର ଏବଂ ୟୁଏଇରେ ଥିବା କମ୍ପାନୀଗୁଡିକରେ ଏକାକୀ ବିଶ୍ଵବ୍ୟାପୀ ବିତରକ |
ଏହି ଉପରୋକ୍ତ କାରଣଗୁଡିକ ପାଇଁ ୨୦୦ରୁ ଅଧିକ ଟ୍ରାନ୍ସଲେସନ୍/ପବ୍ଲିସିଙ୍ଗ କମ୍ପାନୀଙ୍କ ସହ ଆମକୁ ଏକ ବିଶ୍ଵାସଯୋଗ୍ୟ କମ୍ପାନୀ ଭାବେ ବ୍ୟବହାଅ କରୁଥିବା ୮୦୦ ରୁ ଅଧିକ କମ୍ପାନୀ ଠାରୁ ବ୍ୟବସାୟ ଭରସା ପାଇଅଛି |
Language | Odia |
Language name written as | ଓଡ଼ିଆ |
Country of Origin | India |
Country Flag | |
Script | Odia alphabet (Brahmic) |
International language Code | ory |
Font Look | ଅଂଶ ଡିଜିଟାଇଜେସନ୍, ଟ୍ରାନ୍ସଲେସନ୍, ଲୋକାଲାଇଜେସନ୍, ଟ୍ରାନ୍ସକ୍ରିପ୍ସନ୍ ଓ ସବ୍ଟାଇଟଲିଙ୍ଗ ବ୍ୟବସାୟ କରୁଛି ଯିଏ ବିଶ୍ଵର ସମସ୍ତ କୋଣ ଅନୁକୋଣରୁ ବ୍ୟବସାୟୀ ଆମେ ଆବଶ୍ୟକୀୟ ଉତ୍ପାଦନ ଦେବା ପାଇଁବ୍ୟବସାୟୀ/ଟ୍ରାନ୍ସଲେଟର୍ମାନଙ୍କ ବୈଶିଷ୍ଟ୍ୟ, ଜନ୍ମସ୍ଥାନ ଓ ପ୍ରାରମ୍ଭ ବିଷୟରେ ଅନୁଧ୍ୟାନ କରୁ | |
Native speakers | 33 million (2007) |
Wikipedia Link |